ଫୁଲ ବଡ଼ି
ଦେଖଣା
ଫୁଲ ବଡ଼ି
ଉଚ୍ଚାରଣ
[ସମ୍ପାଦନା](ଫୁଲୁବଡ଼ି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]=== ଦେଶଜ - ବି—(ସଂସ୍କୃତ - ଫୁଲ୍ଲ+ବଟକ)
ଉତ୍ତମରୂପେ ଫେଣିଆ ହୋଇଥିବା ମୃଗ ବଟା ବା ବିରି ବଟାଦ୍ୱାରା ପ୍ରସ୍ତୁତ ଓ ରୌଦ୍ରଶୁଷ୍କ ଛୋଟ ଛୋଟ ବଡ଼ି — Little balls of lentil-paste dried and preserved for being used in making curry
ଆଗରୁ ହାଣ୍ଡିଏ ଫୁଲବଡ଼ି ପରା ହୋଇଥିଲା ଫକୀରମୋହନ. ଗଳ୍ପସ୍ୱଳ୍ପ