Jump to content

ଫୁଲ ବିବାହ

ଉଇକିଅଭିଧାନ‌ରୁ

ଫୁଲ ବିବାହ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଫୁଲବାହା—ଅନ୍ୟରୂପ)

ଦେଶଜ - ବି—(ସଂସ୍କୃତ - ଫୁଲ୍ଲ+ବିବାହ)

[ସମ୍ପାଦନା]

ଫୁଲମାଳା ଦେଇ ପତ୍ନୀ ଗ୍ରହଣ କରିବା ପ୍ରଥା —To take a woman as one's wife by the formal offering of a flower garland.

[ଦ୍ରଷ୍ଟବ୍ୟ —କ୍ଷତ୍ରିୟଙ୍କର ପ୍ରଥାନୁସାରେ ବିବାହ ବେଦୀରେ କନ୍ୟାପିତା କନ୍ୟା ସାଙ୍ଗରେ ଗୋଟିଏ ସମବୟସ୍କା ଦାସୀ ଦିଅନ୍ତି ବର କନ୍ୟାକୁ ଗ୍ରହଣ କରିବା ସମୟରେ ଏ ଦାସୀକୁ ମଧ୍ୟ (ଫୁଲମାଳା ଦେଇ ପତ୍ନୀରୂପେ) ଗ୍ରହଣ କରନ୍ତି ଏ ଦାସୀର ପରିବାର ମଧ୍ୟରେ ସ୍ଥାନ ଅନ୍ୟାନ୍ୟ ଦାସୀଙ୍କଠାରୁ ଉଚ୍ଚତର (ଜଗବନ୍ଧୁ ପ୍ରାଚୀନ ଉତ୍କଳ)]