Jump to content

ଫୁଲ ବିବାହୀ

ଉଇକିଅଭିଧାନ‌ରୁ

ଫୁଲ ବିବାହୀ

ଉଚ୍ଚାରଣ

[ସମ୍ପାଦନା]

ଫୁଲବାଈ, ଫୁଲବେଈ(ହୀ), ଫୁଲ ମାହାଦେଈଅନ୍ୟରୂପ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ରାଜାମାନଙ୍କର ରକ୍ଷିତା ସ୍ତ୍ରୀବିଶେଷ —A class of concubines of Rajas (taken by the present of flowers)

[ଦ୍ରଷ୍ଟବ୍ୟ —ରାଜା ଫୁଲ ଉପହାର ଦେଇ ଗାନ୍ଧର୍ବ ମତରେ ସ୍ତ୍ରୀରୂପେ ଏହାଙ୍କୁ ଗ୍ରହଣ କରନ୍ତି ମୃତ ରାଜାଙ୍କର ବିବାହିତା ସ୍ତ୍ରୀର ଗର୍ଭଜାତ ପୁତ୍ର ନ ଥିଲେ ଫୁଲବିବାହୀଙ୍କ ପୁତ୍ର କେତେକ ଗଡ଼— ଜାତରେ ରାଜା ହୁଅନ୍ତି ଫୁଲର ଝରା ଦେଇ, ମାଳା ଦେଇ, ଚଉକିରେ ଆସନ ଆଦି ଦେଇ ଗୃହୀତା ଦାସୀମାନଙ୍କୁ ଯଥାକ୍ରମେ ଝରାବାଈ, ମାଳବାଈ, ଚଉକିବେଈ ଆଦି ନାମରେ ଡକାଯାଏ]