ଫୁଲ ବୁକୁ
(ଫୁଲୁବୁକୁ—ଅନ୍ୟରୂପ)
ହୃଦୟ ମଧ୍ୟସ୍ଥ ଡାହାଣ ପାଖରେ ପୁଷ୍ପ ସଦୃଶ ଫକନାଲି ମାଂସପିଣ୍ଡ; କଲିଜା; ଛଗାଦି ପଶୁର ଯକୃତ୍ —A mass of flesh inside the breast appearing like a reddish flower; the liver.