ଫୁଲ ଲାଗି
ଦେଖଣା
ଫୁଲ ଲାଗି
ଉଚ୍ଚାରଣ
[ସମ୍ପାଦନା](ଫୁଲମଣ୍ଡଣି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଫୁଲ ଲାଗି
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଫୁଲ୍ଲ+ଲଗ୍ନ)
[ସମ୍ପାଦନା]ଦେବତା ଓ ରାଜାଆଦିଙ୍କର ଫୁଲରେ ଭୂଷିତ ହେବା — Decoration with flowers (of Rajas and idols.)
ବିଶେଷଣ -
[ସମ୍ପାଦନା]ଫୁଲଦ୍ୱାରା ସର୍ବାଙ୍ଗ ମଣ୍ଡିତ — With the body dressed with flowers like ornaments; decorated with flowers.