ଫୁଲ ଶାଗୁଣା
ଗୃଧ୍ରସ୍ତ୍ରୀ; ମାଈ ଶାଗୁଣା — A female vulture.
[ଦ୍ରଷ୍ଟବ୍ୟ —ଏହାର ଗଳାଦେଶ ସଂଲଗ୍ନ ମାଂସଥଳି ମନ୍ଦାର ଫୁଲ ପରି ନାଲି ଦେଖାଯିବାରୁ ଏହାର ଏହି ନାମ ହୋଇଅଛି]