ଫୁଲ ସଞ୍ଜ
[ଫୁଲସନ୍ଧି(ଞ୍ଜି)ଆ]
ସନ୍ଧ୍ୟାର ଆରମ୍ଭ ଅବସ୍ଥା; ମୁହଁ ସନ୍ଧ୍ୟା —Dusk
ଚାରି ଛମାସ ଉତ୍ତାରେ ଫୁଲସ଼ଞ୍ଜ ସମୟରେ ଫକୀରମୋହନ. ଗଳ୍ପସ୍ୱଳ୍ପ