ଫୁଲ ସଭା
(ଫୁଲୁସଭା—ଅନ୍ୟରୂପ)
ବ୍ରତ ଓ ବିବାହ ଦିନ ସନ୍ଧ୍ୟା ସମୟରେ ବୈଦିକ ବ୍ରାହ୍ମଣ ଓ ପଣ୍ଡିତମାନଙ୍କର ଆଶୀର୍ବାଦ ସଭା — A meeting of Brāhmaṇas and Pandits held on the evening of a marriage or Upanayana, to bless the married couple or the Brahmachārī boy.