Jump to content

ଫୁଳଚନ୍ଦନ

ଉଇକିଅଭିଧାନ‌ରୁ

ଫୁଳଚନ୍ଦନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଫୁଲଚନ୍ନ—ଗ୍ରାମ୍ୟରୂପ)

ଦେଶଜ - ବି—(ସଂସ୍କୃତ - ଫୁଲ୍ଲ+ଚନ୍ଦନ)

[ସମ୍ପାଦନା]

ଦେବତା ବା ବିଶିଷ୍ଟ ଅତିଥିମାନଙ୍କ ମୁଣ୍ଡରେ ଚଢ଼ାଯିବା ଫୁଲ ଓ ବୋଳାଯିବା ଚନ୍ଦନ —Flower and sandal paste offered to idols or honoured guests.