Jump to content

ଫୁଷ୍ପ ଫଳ

ଉଇକିଅଭିଧାନ‌ରୁ

ଫୁଷ୍ପ ଫଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପୁଷ୍ପ+ଫଳ)

[ସମ୍ପାଦନା]
୧. କଇଥ; କପିତ୍ଥ — ୧. The wood apple.
୨. ପାଣିକଖାରୁ; ବୋଇତି କଖାରୁ ଓ ଲାଉ; କୁଷ୍ମାଣ୍ଡ ଲତା — ୨. The pumpkin and ground (creepers); Benin Cassa; Cerifera.
୩. (ଦ୍ୱନ୍ଦ୍ୱ) ଫୁଲ ଓ ଫଳ —flower and fruit.