ଫୁସୁକି ଯିବା
(ଫୁସ୍କି ଯିବା—ଅନ୍ୟରୂପ)
(କୌଣସି କାର୍ଯ୍ୟ) ନିଷ୍ଫଳ ହେବା; ଫସକି ଯିବା — To miscarry (said of a work)