ଫୁସୁଲାଇବା
ଦେଖଣା
ଫୁସୁଲାଇବା
ଉଚ୍ଚାରଣ
[ସମ୍ପାଦନା]ଫୁସଲା(ଲେ)ଇବା, ଫୁସୁଲା ଫୁସୁଲି କରିବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ପ୍+ସରଣ=ପ୍ରବୃତ୍ତ ହେବା)
[ସମ୍ପାଦନା]କୋମଳ କଥାଦ୍ୱାରା ଭୁଲାଇବା; ଭଣ୍ଡାଇବା —୧. To coax; to cajole; to wheedle.
ଅଳପାଇସିଆ ଗାଁ ଲୋକେ ତାକୁ ଫୁସୁଲେଇଲେ ଶୁଣିବାକୁ ହେବ ନାହିଁ ଫକୀରମୋହନ. ଗଳ୍ପସ୍ୱଳ୍ପ
- ୨. ପ୍ରଲୋଭନ ଦେଖାଇବା — ୨. To inveigle; too seduce to entice.