ଫୁସୁଲା ଫୁସୁଲି
ଦେଖଣା
ଫୁସୁଲା ଫୁସୁଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫୁସୁଲା ଫୁସୁଲି
|
(ଫୁସଲା ଫୁସଲି, ଫୁସୁଲା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭଣ୍ଡିବା; କଥାଦ୍ୱାରା ଭୁଲାଇବା — ୧. Coaxing; cajolry.
- ୨. ପ୍ରଲୋଭନ ଦେଖାଇ ପ୍ରବର୍ତ୍ତାଇବାର ଚେଷ୍ଟା —୨. Enticement.