ଫୁଲେଇବା
ଦେଖଣା
(ଫୁ(ଲେ)ଇବାରୁ ଲେଉଟି ଆସିଛି)
ଫୁ(ଲେ)ଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା](ଫୁଲିବା କ୍ରିୟାର ଣିଜନ୍ତ ରୂପ) the causative form of Phulibā
- ୧. ସ୍ଫୀତ କରିବା —୧. To puff up; to cause to swell.
ହସି ଫୁଲାଇଲୁ ନାସାକୁରେ କବିସୂର୍ଯ୍ୟ. ସଙ୍ଗୀତ
- ୨. ଗର୍ବିତ ହେବା —୨. To be proud.
- ୩. ସ୍ଫୀତ ହେବା —୩. To be swollen or puffed up.
(ଯଥା—ତା ପେଟ ଫୁଲେଇଛି)
- ୪. ଆକାରରେ ବୃଦ୍ଧି ପାଇବା — ୪. To become larger in size.
ସୌଗନ୍ଧିକ ପୁଷ୍ପରେ ବାଜି ଗନ୍ଧବହ ବହି ଫୁଲାଇଛଇ ଦେବଙ୍କ ଦିବ୍ୟ ଦେହ କୃଷ୍ଣସିଂହ ମହାଭାରତ, ବନ
- ୫. (ସଂସ୍କୃତ - ଫୁଲକିତ)—ଉତ୍ଫୁଲ୍ଲ କରିବା; ପୁଲକିତ କରିବା — ୫. To gladden; to make one cheerful.
ବହି ସେ ଫୁଲାଉଛି ଦେହିରେ ଦେହି କୃଷ୍ଣସିଂହ ମହାଭାରତ ଆଦି