ଫେଇବା
ଦେଖଣା
ଫେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଫେଟନ)
[ସମ୍ପାଦନା]- ୧. ଫେଡ଼ିବା; ଖୋଲିବା; ମେଲିବା; ଫିଟାଇବା; ମେଲା କରିବା — ୧. To unfasten; to open; to unfurl.
ଗୋବିନ୍ଦ ଲୋଚନ ଫେଇଲେ—ଭୁପତି ପ୍ରେମପଞ୍ଚାମୃତ
- ୨. ପ୍ରକାଶିତ କରିବା —୨. To show.
- ୩. ମୁକୁଳାଇବା; ଖୋଲି ବାହାର କରିବା —୩. To unite.
ଫେଇ ଦିଅନ୍ତି କଣ୍ଠୁ ମୁକୁତା ହାର; ଫଳାଇ ପାରିବ କି କବି ମିହିର— କବିସୂର୍ଯ୍ୟ. ରତ୍ନାକର ଚମ୍ପୁ. ଫ—ଗୀତ