Jump to content

ଫେଉ

ଉଇକିଅଭିଧାନ‌ରୁ

ଫେଉ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଫାଉ; ଧପ୍ପାବାଜୀ; ପ୍ରତାରଣା — ୧. Fraud; deception.
୨. ଚାତୁରି; ଧୂର୍ତ୍ତତା; ଛଳ —୨. Cunning.
୩. ଫୁସୁଲା ଫୁସୁଲି —୩. Coaxiing; cajolry.
୪. ବାହାନା —୪. Excuse; feigning; pretext.