Jump to content

ଫେଏ ଫେଏ

ଉଇକିଅଭିଧାନ‌ରୁ

ଫେଏ ଫେଏ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଫେ ଫେ—ଅନ୍ୟରୂପ)

ଦେଶଜ - (ଧ୍ୱନ୍ୟନୁକରଣ) ଅ

[ସମ୍ପାଦନା]

ବିଲୁଆ ଭୁକିବା ଶବ୍ଦ; ହୁକେ ହୁକେ —The braying of jackals.

ଫେଏ ଫେଏ ରାବ ଦେଇ ଫେରୁ ଉଲ୍କାମୁଖୀ— ରାଧାନାଥ. ଶ୍ମଶାନ ଦୃଶ୍ୟ