Jump to content

ଫେଡ଼

ଉଇକିଅଭିଧାନ‌ରୁ

ଫେଡ଼

ଉଚ୍ଚାରଣ

[ସମ୍ପାଦନା]

ଫେଡ଼ଣ, ଫେଡ଼ା, ଫେଡ଼ାଙ୍କ, ଫେଡ଼ାଣଅନ୍ୟରୂପ

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫୁଟ୍ ଧାତୁ କିମ୍ୱା ଫେଟ୍ ଧାତୁ)

[ସମ୍ପାଦନା]
୧. ମୋକ୍ଷଣ; ମୋଚନ; ଫେଡ଼ିବା —୧. The act of releasing.
୨. ଦୁରୀକରଣ —୨. Removal.
୩. ଏକ ଅଙ୍କରୁ ଅନ୍ୟ ଅଙ୍କର ବିୟୋଗ କରଣ; ବ୍ୟବକଳନ — ୩. The process of subtraction.