ଫେଡ଼ାଇବା
ଦେଖଣା
ଫେଡ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ସ୍ଫିଟ୍ ବା ଫିଟ୍ ଧାତୁ ଣିଚ=ସ୍ପେଟ ବା ଫେଟ୍ ଧାତୁ)
[ସମ୍ପାଦନା](ଫେଡ଼ିବା କ୍ରିୟାର ଣିଜନ୍ତ ରୂପ —The causative form of 'Pheṟḍ̠ibā')
- ୧. ଅନ୍ୟ ବ୍ୟକ୍ତିଦ୍ୱାରା ଫେଡ଼ିବା କ୍ରିୟା କରାଇବା — ୧. To cause to subtract.
- ୨. ଅନ୍ୟଦ୍ୱାରା ଫିଟାଇବା — ୨. To cause to be opened or unlocked.
ସାତ କବାଟ ଫେଡାଇଲା ଅନ୍ଧାର ଘରକୁ ଚାଁହିଲା ଜଗନ୍ନାଥ. ଭାଗବତ