ଫେଣା
ଦେଖଣା
ଫେଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫଣା)
[ସମ୍ପାଦନା]- ୧. ସର୍ପର ଫଣା — ୧. Serpent's hood.
ଅନୁବାଦ
[ସମ୍ପାଦନା]- ୨. କଦଳୀ କାନ୍ଧିରେ ଥିବା କଦଳୀର ପେନ୍ଥା — ୨. A cluster of plantain fruits in a big bunch.
ଅନୁବାଦ
[ସମ୍ପାଦନା]- ୩. ମଧୁଚକ୍ର; ମହୁମାଛି ତିଆରି କରିଥିବା କୋଷ — ୩. Bee hive.
ଅନୁବାଦ
[ସମ୍ପାଦନା]ଫେଣା
|
- ୪. (ସଂସ୍କୃତ - ଫେନ) ତରଳୀକୃତ ଗୁଡ଼ ବା ନବାତ ଢଳା ହୋଇ ପ୍ରସ୍ତୁତ ହେଇଥିବା ବୁଦ୍ୱୁଦମୟ ମିଷ୍ଟାନ୍ନ ବିଶେଷ — ୪. (ସଂସ୍କୃତ - ଫାଣିତ) A bloated ball made of boiled sugar.
କନ୍ଦ; ମିଶିରି; ଫେଣା, ଖଜା ହୁଏ ପ୍ରାଚୀ. ପଦଚେଗୀତା
ବିଶେଷଣ -
[ସମ୍ପାଦନା]ଫେନଯୁକ୍ତ —Frothy.
କ୍ରିୟାପଦ -
[ସମ୍ପାଦନା]ଫେଣାଇବା (ଦେଖ) - —Pheṇāibā(See)