Jump to content

ଫେଣାଇବା

ଉଇକିଅଭିଧାନ‌ରୁ

ଫେଣାଇବା

ଉଚ୍ଚାରଣ

[ସମ୍ପାଦନା]

ଫେଣିଆଇବା, ଫେଣିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଫେନ ଶବ୍ଦରୁ ଫେନ୍ନାୟ ଧାତୁ)

[ସମ୍ପାଦନା]
୧. ତରଳ ପଦାର୍ଥକୁ ଫେଣ୍ଟିବା; ବିରିବଟାକୁ ଘାଣ୍ଟି ଫେନ ଯୁକ୍ତ କରାଇବା — ୧. To stir dough with fingers so as to make it foamy.
୨. ଫେନଯୁକ୍ତ ହେବା — ୨. To be frothy; to emit froth.