ଫେଣି
ଦେଖଣା
ଫେଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫେଣି
|
ଦେଶଜ - ବି—(ସଂସ୍କୃତ - ଫେନକ)
[ସମ୍ପାଦନା]- ୧. ଗୁଡ଼ ବା କନ୍ଦକୁ ଆଉଟି ଢାଳିବାଦ୍ୱାରା ପ୍ରସ୍ତୁତ ମିଷ୍ଟାନ୍ନ; ବିଶେଷ ଫେଣା — ୧. Bloated sugar cake.
- ୨. (ସଂସ୍କୃତ - ଫେନିକା) ଚିନି ଓ ଅଟାରେ ପ୍ରସ୍ତୁତ ସ୍ତର ସ୍ତର ଯୁକ୍ତ ମିଷ୍ଟାନ୍ନ ବିଶେଷ; ଫେନିବା (ଦେଖ) - —୨. A sweetmeat consisting of layers of kneaded flour fried in ghee.