ଫେଣ କା଼ଢ଼ିବା
ଦେଖଣା
ଫେଣ କା଼ଢ଼ିବା
ଉଚ୍ଚାରଣ
[ସମ୍ପାଦନା](ଫେଣ ବାହାର କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଫେଣ କା଼ଢ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତରଳ ପଦାର୍ଥ ବା ସାବୁନଆଦି ଘଷି ତାହା ଫେନ ଯୁକ୍ତ କରିବା —୧. To produce froth or lather from liquids by friction.
- ୨. କୌଣସି ଜନ୍ତୁକୁ ଅତିରିକ୍ତ ପରିଶ୍ରମ କରାଇ ତା ପାଟିରୁ ବଚ ବାହାର କରିବା — ୨. To cause an animal to emit froth its mouth by causing it to labour hard.
- ୩. (ସାପ) ଫଣା ବାହାର କରିବା —୩. (a serpent) To stand with its hood expanded.
- ୪. (ଲକ୍ଷଣାର୍ଥ) ଜବତ୍ କରିବା —୪. To subjugate,