ଫେଣ ଧରିବା
ଦେଖଣା
ଫେଣ ଧରିବା
ଉଚ୍ଚାରଣ
[ସମ୍ପାଦନା]ଫେଣ କାଢ଼ିବା, ଫେଣ ବାହାର କରିବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଫେଣ ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଫଣା ପ୍ରକାଶ କରିବା — The raise up the hood.
ମାଟିର ମାର୍ଜାର ସର୍ପଫେଣ ନ ଧରେ ଯେତେ ପଦ୍ମ ତୋଳା ଗାଇଲେ ଦୀନକୃଷ୍ଣ ଜଗମୋହନ