ଫେନ
ଦେଖଣା
ଫେନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ସ୍ଫାୟ ଧାତୁ=ଫୁଲିବା + କର୍ତ୍ତୃ ନ. ନିପାତନ)
[ସମ୍ପାଦନା]- ୧. ଘର୍ଷଣ ବା ମନ୍ଥନଦ୍ୱାରା ଦ୍ରବ ପଦାର୍ଥରୁ ବାହରିବା ବଦ୍ୱୁଦଚୟ —୧. Froth; foam; scum.
- ୨. ସମୁଦ୍ର ଫେଣ; ସାମୁଦ୍ରିକ ମତ୍ସ୍ୟବିଶେଷର ବୁଦ୍ୱୁଦାକୃତି କଙ୍କାଳ —୨. The spongy skeleton of cuttle- fish; Sepia Officinalis.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଟିରୁ ବାହାରିବା ବଚ —Froth issuing from the mouth.
ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଓ ହିନ୍ଦୀ - ଫେନ୍)
[ସମ୍ପାଦନା]ପେଜ —Rice-gruel.