Jump to content

ଫେନକ

ଉଇକିଅଭିଧାନ‌ରୁ

ଫେନକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଫେନ+ସ୍ୱାର୍ଥେ. କ)

[ସମ୍ପାଦନା]
୧. ସମୁଦ୍ର ଫେଣ — ୧. Skeleton of the cuttle-fish.
୨. ଫେଣା ନାମକ ମିଷ୍ଟାନ୍ନ —୨. Bloated sugar ball.
୩. ଫେଣ; ବଦ୍ୱୁଦଚୟ —୩. Foam; froth; scum,.
୪. ରିଠାଫଳ ଆଦି ଫେନୋତ୍ପାଦକ ବସ୍ତୁଦ୍ୱାରା ଶରୀର ଘଷି ଧୋଇବା ପ୍ରଣାଳୀ (ହିନ୍ଦୀ - ଶ.) —୪. Bath by rubbing the body with lather-forming sustance