Jump to content

ଫେନକା

ଉଇକିଅଭିଧାନ‌ରୁ

ଫେନକା

ଉଚ୍ଚାରଣ

[ସମ୍ପାଦନା]

(ଫେନିକା—ଅନ୍ୟରୂପ)

ସଂସ୍କୃତ - ବି—(ଫେନ+କ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଜଳପକ୍ୱ ତଣ୍ଡୁଳ ଚୂର୍ଣ୍ଣ —୧. Ground rice boiled in water.
୨. ଖଜା; ଫେଣା ନାମକ ମିଷ୍ଟାନ୍ନ — ୨. Bloated sugar-ball.
୩. ଅରିଷ୍ଟ ବୃକ୍ଷ ଓ ଫଳ; ରିଠା ଗଛ ଓ ଫଳ —୩. The soap- berry (tree any berry); Sapindus Saponarius.