ଫେର
ଦେଖଣା
- ସାମନାରେ ଲମ୍ବିଥିବା ପିନ୍ଧା ଲୁଗାର କୁଞ୍ଚିତ ଅଂଶ; କୁଞ୍ଚ
- ରଜ୍ଜୂର ବାଙ୍କ ବା ମୋଡ଼; ବେଷ୍ଟନ
- ପ୍ରତ୍ୟାବର୍ତ୍ତନ
- ମାୟା; ଛନ୍ଦ; ଫନ୍ଦୀ; କୌଶଳ; ପୈଚପାଁଚ୍
- ଗୋଳମାଳିଆ ଅବସ୍ଥା; ବିଭ୍ରାଟ
- ଆପଦ; ବିପନ୍ନ ଅବସ୍ଥା; ସଙ୍କଟ; ଦକା; ଧୋକା
- ଭାଗ୍ୟବିପର୍ଯ୍ୟୟ
- ଫାନ୍ଦ; ଜାଲ
- ପିନ୍ଧା ଲୁଗାର ଯେଉଁ ଅଂଶ କଟିର ଚାରିପାଖରୁ ବଳି ଥାଏଫେର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଫ=ଶବ୍ଦ+ରୁ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଫେରଣ୍ଡ (ଦେଖ) - — Pheraṇḍa (See)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରତ୍ୟାବୃତ୍ତ; ପ୍ରେରଣ)
[ସମ୍ପାଦନା]- ୧. ସାମନାରେ ଲମ୍ୱିଥିବା ପିନ୍ଧା ଲୁଗାର କୁଞ୍ଚିତ ଅଂଶ; କୁଞ୍ଚି — ୧. The narrow folds of loin cloth hanging down in front of the wearer.
ନିବିଡ଼ ନୀବି ବନ୍ଧ ଯାଉଅଛି ଫିଟି ଲୋଟି ହେଉଅଛି ଆଗରେ ଫେର ଗୋଟି କୃଷ୍ଣସିଂହ. ମହାଭାରତ. ବନ
ଅନୁବାଦ
[ସମ୍ପାଦନା]- ୨. ରଜ୍ଜୁଙ୍କର ବାଙ୍କ ବା ମୋଡ଼; ବେଷ୍ଟନ —୨. A coil or twist of a rope; a turn or bend.
- ୩. ପ୍ରତ୍ୟାବର୍ତ୍ତନ —୩. Coming back; returing; a turning; erversion.
- ୪. ମାୟା; ଛନ୍ଦ; ଫନ୍ଦୀ; କୌଶଳ; ପେଚ୍ଫାଁଚ — ୪. Wile; stratagem; artifice.
- ୫. ଗୋଲମାଳିଆ ଅବସ୍ଥା; ବିଭ୍ରାଟ — ୫. Confusion; confused state of affairs.
- ୬. ଆପଦ; ବିପନ୍ନ ଅବସ୍ଥା; ସଙ୍କଟ; ଦକା; ଧୋକା — ୬. Crisis; danger; peril; grave diffculty.
- ୭. ଭାଗ୍ୟବିପର୍ଯ୍ୟୟ —୭. Reverse of fortune.
- ୮. ଫାନ୍ଦ; ଜାଲ —୮. Snare.
- ୯. ପିନ୍ଧା ଲୁଗାର ଯେଉଁ ଅଂଶ କଟିର ଚାରିପାଖରୁ ବଳି ଥାଏ — ୯. The part of the loin-cloth in excess of the part wound round the waist.
ରତି ଶେଷେ ହଟି ଛନ୍ଦିଲି ତୋ କଟି ଯାହା ପୀତ ଫୋଟା ଫେରରେ କବିସୂର୍ଯ୍ୟ. ରତ୍ନାକର ଚମ୍ପୂ ର, ଗୀତ
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]- ୧. ପରସ୍ତ; ଖଞ୍ଜା; ଅଗଣା — ୧. Cortyard of a house.
- ୨. ପାଣିର ନାଳ —୨. Canal.
(ଖୋରଧା) ବିଶେଷ୍ୟ -
[ସମ୍ପାଦନା]ପାଣି ବୋହି ଯାଉଥିବା ସ୍ଥାନରେ କରାଯିବା ପଥର ବା ଚେକାଦ୍ୱାରା ଆଚ୍ଛାଦିତ ଗଡ଼ାଣି; କାଜ — A causeway.