Jump to content

ଫେରଣ

ଉଇକିଅଭିଧାନ‌ରୁ

ଫେରଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରିବର୍ତ୍ତନ; ପାଦ୍ରୀମାନଙ୍କ ପ୍ରବର୍ତ୍ତିତ ଓଡ଼ିଆ ଭାଷା; ଯଥା—ମନ ଫେରଣ)

[ସମ୍ପାଦନା]

ପରିବର୍ତ୍ତନ — ୧. Change.

୨. ଭ୍ରମଣ —୨. Roving; walking.
୩. ପ୍ରଚାରଣ —୩. Publishing.
୪. ପ୍ରତ୍ୟାବର୍ତ୍ତନ —୪. Returning.