ଫେରନ୍ତା
ଦେଖଣା
ଫେରନ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଫେରନ୍ତି—ଅନ୍ୟରୂପ)
ଦେଶଜ - ବିଶେଷଣ -(ସଂସ୍କୃତ - ପ୍ରତ୍ୟାବୃତ୍ତି; ପ୍ରେରିତ)
[ସମ୍ପାଦନା]- ୧. ପ୍ରତ୍ୟାଗତ — ୧. Returned.
(ଯଥା— ବିଲାତ ଫେରନ୍ତା)
- ୨. ଫେରି ଆସୁଥିବା —୨. Returning.
(ଯଥା—ବିଦେଶ ଫେରନ୍ତା ଶିଶମାନଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ଦୈନିକ ଆଶା)
- ୩. ଭ୍ରମଣକାରୀ —୩. Travelling; roaming.