ଫେରସ୍ତ
ଦେଖଣା
ଫେରସ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରତ୍ୟାବୃତ୍ତ; ପ୍ରେରିତ)
[ସମ୍ପାଦନା]- ୧. ପ୍ରତ୍ୟାଗମନ; ପ୍ରତ୍ୟାବର୍ତ୍ତନ; ଲେଉଟି ଆସିବା — ୧. Returning; coming back.
- ୨. ପ୍ରତ୍ୟର୍ପଣ —୨. Giving back.
ବିଶେଷଣ -
[ସମ୍ପାଦନା]ପ୍ରତ୍ୟର୍ପିତ —Given back.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ପିହରିସ୍ତ୍)
[ସମ୍ପାଦନା]ତାଲିକା —List.