ଫେରସ୍ତ କରିବା
ଦେଖଣା
ଫେରସ୍ତ କରିବା
ଉଚ୍ଚାରଣ
[ସମ୍ପାଦନା](ଫେରସ୍ତ ଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଫେରସ୍ତ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ପ୍ରତ୍ୟାବର୍ତ୍ତିତ; ପ୍ରେରିତ)— ନେଇଥିବା ପଦାର୍ଥକୁ ବାପସ୍ ଦେବା — ୧, To give back or return a thing taken.
ଅନୁବାଦ
[ସମ୍ପାଦନା]ଫେରସ୍ତ କରିବା
|
- ୨. (ଆରବୀ - ଫହରିସ୍ତ) ତାଲିକା କରିବା — ୨,. To make a list.