ଫେରା
ଦେଖଣା
ଫେରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରତ୍ୟାବର୍ତ୍ତନ; ପ୍ରେରଣ)
[ସମ୍ପାଦନା]- ୧. ଫେରି ଆସିବା; ପ୍ରତ୍ୟାବର୍ତ୍ତନ; ପୁନରାବୃତ୍ତି — ୧. Coming back.
ୟେ ଯହୁଁ ହୋଇଥିଲା ମରା, ଲେଉଟା ଲୀଳା ଅଙ୍ଗ ଫେରା ଯଶୋବନ୍ତ, ପ୍ରେମଭକ୍ତି. ବ୍ରହ୍ମଗୀତା
- ୨. ପ୍ରତ୍ୟର୍ପଣ —୨. Giving back.
- ୩. ଯିବା ଆସିବା; ଇତସ୍ତତଃ ଭ୍ରମଣ — ୩. Walk; going to and fro.
- ୪. (ସଂସ୍କୃତ - ଫାର=ବିସ୍ତାର—ଯୋଗେଶଚନ୍ଦ୍ର)—ଚୂନ, ସୁରୁକି ଓ ବାଲି ଆଦି ମାପ କରିବା ନିମନ୍ତେ ବ୍ୟବହୃତ ଚତୁଷ୍କୋଣ ପାତ୍ର —୪. A square vessel for measuring lime, sand, mortar etc.
- ୫. ଦଉଡ଼ି ବା ସୂତାର ଏକ ଘେର — ୫. A coil a rope or string.
ବିଶେଷଣ -
[ସମ୍ପାଦନା]ଚାରିଆଡ଼େ ଗୁଡ଼ିଆ ବା ଘେରା ହେଇଥିବା — Encircled by; entwined by.
ପାତ ପତରୀ ମଣ୍ଡି ଫେରା ଯୋଶୋବନ୍ତ. ପ୍ରେମଭକ୍ତି, ବ୍ରହ୍ମଗୀତ