ଫେରାରି ଆସାମୀ
ଦେଖଣା
ଫେରାରି ଆସାମୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫେରାରି ଆସାମୀ
|
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଫିରାରୀ ଆସାମୀ)
[ସମ୍ପାଦନା]- ୧. ବିଚାରକଙ୍କ ନିକଟରେ ଉପସ୍ଥିତ ନ ହୋଇ ପଳାଇଯାଇଥିବା ବା ଲୁଚିଥିବା ଅଭିଯୁକ୍ତ ବ୍ୟକ୍ତି —୧. An absconding aconsed; an accosed who tries to conceal himself from the hands of justice.
ଅନ୍ୟ ଦଶଜଣ ସାଧୁ ଅନ୍ୟାନ୍ୟ ଜିଲାର ଫେରାରୀ ଆସାମୀ ଫକୀରମୋହନ ଗଳ୍ପସ୍ୱଳ୍ପ
- ୨. ଯେଉଁ ରଇତ ଆପଣା ଜୋତକୁ ଚାଷ ନ କରି ଛାଡ଼ି ଚାଲି— ଯାଏ —୨. A tenant who has abandaned his holding.