Jump to content

ଫେରାର୍

ଉଇକିଅଭିଧାନ‌ରୁ

ଫେରାର୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) [ଫାରାସୀ - ଫିରାର୍]

[ସମ୍ପାଦନା]

ପଳାୟନ; ଲୁଚି ଲୁଚୁ ବୁଲିବା —Fleeing away; absconding running away.

ଅନୁବାଦ

[ସମ୍ପାଦନା]

ବିଣ—କଚିରିଆ(ଫାରାସୀ - ଫିରାରୀ)

[ସମ୍ପାଦନା]
୧. ପଳାୟିତ — ୧. Run away.
୨. ପଳାତକ —୨. Fugitive; absconding,.
୩. ଯେଉଁ ରଇତ ଆପଣା ଜମି ଛାଡ଼ି ଦେଶତ୍ୟାଗ କରିଥାଏ — ୩. Absconding (tenant)