Jump to content

ଫେରା ଫେରି

ଉଇକିଅଭିଧାନ‌ରୁ

ଫେରା ଫେରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଦଳା ବଦଳି; ଅଦଳ ବଦଳ — ୧. Change; barter.
୨. ଲେଉଟା ଲେଉଟି —୨. Giving back.
୩. ପୁନଃ ପୁନଃ ପ୍ରତ୍ୟାବର୍ତ୍ତନ — ୩. Repeated coming back
୪. ଇତସ୍ତତଃ ବୁଲାବୁଲି —୪. Walking to and fro.
୫. ପୁନଃ ପୁନଃ ଫେରାଇବା କର୍ମ — ୫. Repeated returning of a thing.