ଫେରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)[ସମ୍ପାଦନା]

  • ପ୍ରତ୍ୟାବର୍ତ୍ତନ କରିବା; ପ୍ରତ୍ୟାଗମନ କରିବା; ଲେଉଟିବା; ବାହୁଡିବା
  • ଲେଉଟି ଆସିବା
  • ଲେଉଟି ଯିବା
  • ଇତଃସ୍ତତଃ ବୁଲିବା; ଭ୍ରମିବା; ଚାଲିବା
  • ପରିବର୍ତ୍ତିତ ହେବା; ବଦଳିବା
  • ବିଫଳ ହୋଇ କୌଣସି ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବା
  • ବିପରୀତ ଦିଗକୁ ଗତି କରିବା
  • ଉତ୍ସର୍ଗ କରିବା; ତ୍ୟାଗ କରିବା
  • ଚାରିଆଡେ ପ୍ରଚାରିତ ହେବାଫେରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ପ୍ରତ୍ୟାବର୍ତ୍ତନ)[ସମ୍ପାଦନା]

୧. ପ୍ରତ୍ୟାବର୍ତ୍ତନ କରିବା; ପ୍ରତ୍ୟାଗମନ କରିବା; ଲେଉଟିବା; ବାହୁଡ଼ିବା — ୧. To return.
୨. ଲେଉଟି ଆସିବା —୨. To come back.
୩. ଲେଉଟି ଯିବା —୩. To go back.
୪. ଇତସ୍ତତଃ ବୁଲିବା; ଭ୍ରମିବା; ଚାଲିବା — ୪. To walk; to rove; to roam; to travel.

ସମୁଦ୍ରରେ ଅବା ହେ ପଶି ବୁଡ଼ି ମର ନୋହିଲେ ବା ଦଶଦିଗନ୍ତରେଟି ଫେର କୃଷ୍ଣସିଂହ, ମହାଭାରତ ଆଦି

୫. ପରିବର୍ତ୍ତିତ ହେବା; ବଦଳିବା —୫. To change.

ସୁପୁତ୍ର ହେବେ ତୋ ପୁତ୍ର, ସତେ ଏ କର୍ମ ଫେରିବ ତୋର ଗୋ କୃଷ୍ଣସିଂହ, ମହାଭାରତ ଆଦି

୬. ବିଫଳ ହୋଇ କୌଣସି ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବା — ୬. To return from a place unsuccessful.
୭. ବିପରୀତ ଦିଗକୁ ଗତି କରିବା — ୭. To move in an opposite direction.
୮. (ଝାଡ଼ା) ଉତ୍ସର୍ଗ କରିବା; ତ୍ୟାଗ କରିବା — ୮. To emit; to pass (stools).
୯. (ହୁକୁମ, ସୁନାମ) ଚାରିଆଡ଼େ ପ୍ରଚାରିତ ହେବା — ୯. (order; good name) To be published widely.