Jump to content

ଫେରି ଫେରି

ଉଇକିଅଭିଧାନ‌ରୁ

ଫେରି ଫେରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ -

[ସମ୍ପାଦନା]

ପୁନଃ ପୁନଃ; ଲେଉଟି ଲେଉଟି — Again and again; back wards again and again.

ଚାହିଁ ଯାଉଅଛୁ ତୁ ଯାହା ଫେରି ଫେରି ନେଲୁ ମୋ ମାନସକୁ ସେ ଭଙ୍ଗିଲେ ଧରି କୃଷ୍ଣସିଂହ. ମହାଭାରତ ଆଦି