Jump to content

ଫେର୍

ଉଇକିଅଭିଧାନ‌ରୁ

ଫେର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ଫୁନର୍)

[ସମ୍ପାଦନା]

ପୁଣି; ପୁନର୍ବାର; ଆହୁରି; ପୁନରପି — Again.

ବିଶେଷ୍ୟ -

[ସମ୍ପାଦନା]
୧. କୁଣ୍ଡଳୀ କୃତ ରଜ୍ଜୁର ମୋଡ଼ା — ୧. Fold of a coiled rope.
୨. (ଲକ୍ଷଣାର୍ଥ) କପଟ; ଛନ୍ଦ — ୨. (figurative) Wile.