ଫେର୍ ଫାର୍
ଦେଖଣା
- ହେର୍ ଫେର୍; ଉଲଟ ପାଲଟ; ଲେଉଟ ପାଉଟ
- ପୁନଃ ପୁନଃ ପ୍ରତ୍ୟାବର୍ତ୍ତନ
- ପୁନଃ ପୁନଃ ଯିବା ଆସିବା ବା ବୁଲିବା; ଚାଲବୁଲ
- ଆଦାନ ପ୍ରଦାନ
- ପରିବର୍ତ୍ତନ କରାଇବା; ଫେରାଇବା
- ପରିବର୍ତ୍ତନ
- ଅଦଳ ବଦଳ; ବିନିମୟ; ବଦଳ
- ପେଁଚ ପାଁଚ; ମାୟା; ଛନ୍ଦ; କୂଟ କୌଶଳ
- ଟାଳ ଟୁଳ; ଟାଳମଟୁଳ
ବିଶେଷଣ (ଦେଶଜ)
[ସମ୍ପାଦନା]- ପୁନଃ ପୁନଃ ଯିବା ଆସିବା କରୁଥିବାଫେର୍ ଫାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ହେର୍ ଫେର୍; ଉଲଟ ପାଲଟ; ଲେଉଟ ପାଉଟ —୧. Transposition.
- ୨. ପୁନଃ ପୁନଃ ପ୍ରତ୍ୟାବର୍ତ୍ତନ — ୨. Repeatedly coming back.
- ୨. ପୁନଃ ପୁନଃ ଯିବା ଆସିବା ବା ବୁଲିବା; ଚାଲବୁଲ — ୩. Roving; walking to and fro.
ଖାଲି ମୁକୁନ୍ଦା ଫେର୍ ପାର୍ ଦୋହରି ପଇସା; ଅଣ୍ଟାରେ ମାର୍—ଢ଼ଗ
- ୪. ଆଦାନ ପ୍ରଦାନ —୪. Giving and taking.
- ୫. ପରିବର୍ତ୍ତନ କରାଇବା; ଫେରାଇବା — ୫. Act of returning of changing.
- ୬. ପରିବର୍ତ୍ତନ —୬. Change.
- ୭. ଅଦଳ ବଦଳ; ବିନିମୟ; ବଦଳ — ୭. Exchange; barter.
- ୮. ପେଁଚ ପାଁଚ; ମାୟା; ଛନ୍ଦ; କୂଟ କୌଶଳ — ୮. Wile; stratagem; artifice.
- ୯. ଟାଳ ଟୁଳ; ଟାଳମଟୁଳ —୨. Repeated putting off on various excuses.
ବିଶେଷଣ -
[ସମ୍ପାଦନା]ପୁନଃ ପୁନଃ ଯିବା ଆସିବା କରୁଥିବା — Repeatedly coming and going.