Jump to content

ଫେର ଛାଡ଼ିବା

ଉଇକିଅଭିଧାନ‌ରୁ

ଫେର ଛାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଫେର ଛାଡ଼ିଦେବା, ଫେର ଲମ୍ୱା(ମ୍ୱେ)ଇବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପିନ୍ଧିଥିବା ଲୁଗାର ଫେରକୁ ନ ଖୋସି ତଳକୁ ଓହଳାଇବା —To let the front lower corner ofm the cloth hang down.