ଫେର ପକା
(ଫେର ପିନ୍ଧା—ଅନ୍ୟରୂପ)
ସାମନା ପାଖେ ଶାଢ଼ୀର ଅଂଶକୁ କୁଞ୍ଚ କରି ଲମ୍ୱାଇ ସ୍ତ୍ରୀ ମାନଙ୍କର ବଡ଼ ଶାଢ଼ୀ ପରିଧାନ ପ୍ରଣାଳୀ; ସ୍ତ୍ରୀ ଲୋକମାନଙ୍କର ପୁହାରଣ — A mode of female wearing pf loin- cloth.