ଫେଲସ
ଦେଖଣା
ଫେଲସ
ଉଚ୍ଚାରଣ
[ସମ୍ପାଦନା](ଫେଲେସ—ଅନ୍ୟରୂପ)
ଦେଶଜ - ବିଶେଷଣ -(ସଂସ୍କୃତ - ଫାର= ବିସ୍ତାର)
[ସମ୍ପାଦନା]- ୧. ବିସ୍ତୃତ (ଅଳଙ୍କାରଆଦି) —୧. Extensive; wide (ornaments).
- ୨. ଅଧିକତର ବିସ୍ତୃତ —୨. Wider.
- ୩. ଚଉଡ଼ା; ଓସାରିଆ —୩. Broad.
- ୪. ବିସ୍ତୃତଗର୍ଭ —୪. Having a wide belly.
- ୫. ହୁଗୁଳା; ଶିଥିଳ; ଢ଼ିଲା —୫. Slack; loose.
(ଯଥା—ଏ ମୁଦିଟି ଆଉ ଟିକିଏ ଫେଲସ ହେଲେ ମୋ ଆଙ୍ଗୁଠିକୁ ହୁଅନ୍ତା)