Jump to content

ଫେଲ୍

ଉଇକିଅଭିଧାନ‌ରୁ

ବିଶେଷ୍ୟ (ପ୍ରାଦେଶିକ)

[ସମ୍ପାଦନା]
  • ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବା
  • ବ୍ୟବସାୟରେ ଦେବାଳିଆ ହେବା
  • କ୍ଷତି ଯୋଗୁଁ ବ୍ୟବସାୟ ବନ୍ଦ ହେବା
  • ଅକୃତକାର୍ଯ୍ୟ ହେବା

ବିଶେଷଣ (ପ୍ରାଦେଶିକ)

[ସମ୍ପାଦନା]
  • ପରୀକ୍ଷାରେ ଅନୁତ୍ତୀର୍ଣ୍ଣ
  • ଦେବାଳିଆ ହେବା
  • ଅକୃତକାର୍ଯ୍ୟ
  • ବ୍ୟବସାୟରେ କ୍ଷତିଗ୍ରସ୍ତଫେଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବା — ୧. Failing to secure pass marks in an examinations.
୨. ବ୍ୟବସାୟରେ ଦେବାଲିଆ ହେବା — ୨. Becoming insolvent.
୩. କ୍ଷତି ଯୋଗୁଁ ବ୍ୟବସାୟ ବନ୍ଦ ହେବା — ୩. Closing of a business.
୪. ଅକୃତକାର୍ଯ୍ୟ ହେବା —୪. Being unsuccessful.

ବିଶେଷଣ -

[ସମ୍ପାଦନା]
୧. ପରୀକ୍ଷାରେ ଅନୁତ୍ତୀର୍ଣ୍ଣ —୧. Unable to secure pass markks in an examination.
୨. ଦେବାଲିଆ ହୋଇଥିବା —୨. Insolvent; failed in a business.
୩. ଅକୃତକାର୍ଯ୍ୟ —୩. Unsuccessful in an endeavour.
୪. ବ୍ୟବସାୟରେ କ୍ଷତିଗ୍ରସ୍ତ —୪. Losing in a business.