Jump to content

ଫେସନ୍

ଉଇକିଅଭିଧାନ‌ରୁ

ଫେସନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଫାଶନ୍)

[ସମ୍ପାଦନା]
୧. ସଭ୍ୟ ସମାଜାନୁମୋଦିତ ପଦ୍ଧତି — ୧. Approved fashion.
୨. ସୌଖିନ୍ ବେଶଭୂଷା — ୨. Fashionable dress.

ବିଶେଷଣ -

[ସମ୍ପାଦନା]

ଫେସନ୍ଦ୍ୱାରା ଅନୁମୋଦିତ —Approved by fashhion; fashionable.

ସେ ନ ମାନେ ଭାଇ, ଫେସନ ଚେହେରା ରାଧାନାଥ. ଦରବାର