ଫୋକଟ୍
ଦେଖଣା
ଫୋକଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଫୋକଟ୍
|
ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଫୋଟ ବା ସଂସ୍କୃତ - ବଳ୍ମଳ ହିନ୍ଦୀ - ଶ.)
[ସମ୍ପାଦନା]- ୧. ମୋଫତ; ମାଗଣା; ବିନା ମୂଲ୍ୟରେ ମିଳିବା (ବସ୍ତୁ) —୧. Got gratis; gratuitous.
- ୨. ପାରିଶ୍ରମିକ ବିନା କୃତ (କର୍ମ) —୨. Done gratis.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ବିନା ମୂଲ୍ୟରେ —Gratis.