Jump to content

ଫୋକସ୍

ଉଇକିଅଭିଧାନ‌ରୁ

ଫୋକସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଇଂ)

୧. ଲେନ୍ସ କାଚ ମଧ୍ୟ ଦେଇ ପାତିତ ଆଲୋକ ରେଖାମାନଙ୍କ ଏକତ୍ର ହେବା ବିନ୍ଦୁ —୧. Focus.
୨. ଫଟୋ ଯନ୍ତ୍ରରେ ଉଠିବା ଛବିର ଛାୟାକୁ ଲେନ୍ସ ସାହାର୍ଯ୍ୟରେ ଏକ ସ୍ଥାନରେ ପକାଇ ସ୍ଥିର କରିବା କ୍ରିୟା —୧. Focussing of the lens of a camera in photograpy.