ଫୋଟୋ ଉଠିବା
ଆଲୋକ ଚିତ୍ରଦ୍ୱରା କୌଣସି ବ୍ୟକ୍ତି ବା ବସ୍ତୁର ଛବି ଉଠିବା —Being photographed.
(ଫଟୋ ଉତୁରିବା, ଫଟୋ ନିଆଯିବା—ଅନ୍ୟରୂପ)