ଫୋଡ଼
ବିନ୍ଧ; ଛିଦ୍ର; ରନ୍ଧ୍ର — Hole; hore; aperture.
[ଦ୍ରଷ୍ଟବ୍ୟ —ଯେଉଁ ଛିଦ୍ର ବସ୍ତୁର ଦୁଇ ପାଖକୁ ବିଦ୍ଧ କରି ଥାଏ ତାକୁ ଫୋଡ଼ ବୋଲା ଯାଏ]