Jump to content

ଫୋଡ଼ା

ଉଇକିଅଭିଧାନ‌ରୁ

ଫୋଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ସ୍ଫୋଟକ; ପୀଡ଼ିଲା; ଢୁଳ. ବଂ ଫୋଡ଼ା)

[ସମ୍ପାଦନା]

ବ୍ରଣ; ବଥ —୧. Boil.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫୋଟକ)

[ସମ୍ପାଦନା]

ଛିଦ୍ର କରିବା — ୨. Boring; drilling; making holes.

(ଯଥା—କାନଫୋଡ଼ା)

ବିଶେଷଣ -

[ସମ୍ପାଦନା]

ବିଦ୍ଧ ହୋଇଥିବା —Bored; drilled through.